ଖବର୍ ଯା ' ଆସ୍

ଖବର୍ ଯା ' ଆସ୍
ଦେ ଖ୍ ଲା ଶୁ ନ୍ ଲା ଖବର୍ ସବୁ ମନେ କଲେଁ ଯା' ଆସ୍ କେଭେଁ ଘାଏ ତ ନାଇଁ ବଢିପାରେ ନିଜର୍ ଆତ୍ମବିଶ୍ବାସ୍ ନାଇଁ ହେଇପାରେ ନିଜର୍ ଆତ୍ମବିକାଶ୍ ଆମେ ତ ନିଜେ ନିଉତି ଡାକ୍ସୁଁ ଦୁନିଆ ଯାକର୍ କଥା ଶୁନି ଦେଖି ଜାନି ବୁ ଝ୍ ଲେ ଭିଲ୍ ନାଇଁ ଉ ସ୍ ରେ ବଥା ଇ ନ୍ ତା ଚିଂତା କରୁଥିଲେ ମନ୍ ହେଇଯାଏସି ମିସିନ୍ ଏକ୍ ବାଗିଆ ହେଇଗଲେ ଥରେ ନାଇଁହୁଏ ଆରୁ ଭିନ୍ ଯେ ନ୍ ତା ଡେନାର୍ ସେ ନ୍ ତା ଉଡ଼ାନ୍ ଜାନି ପା ର୍ ସି ଚେରେ ଉହାତ୍ ଚିଂତା କ ର୍ ସି ମୁନୁଷ୍ ବସି ରହିକରି ଘରେ ଚିଂତା ତ ତାକେ ଉହୁଲେଇ ନେସି କିଛି କରି ନାଇଁପାରେ

What's Your Reaction?

like

dislike

love

funny

angry

sad

wow